ଅନୁଗୋଳ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତ ସିଙ୍ଗା ଗାଁରେ 3.3 ଏକର ଜମିରେ ଅଫିମ ଚାଷ ହେଉଥିଲା । 5 ଲକ୍ଷ ଗଛରୁ ଉର୍ଦ୍ଧ୍ବ ଗଛକୁ ନଷ୍ଟ କରିବାରେ ସଫଳ ହେଲା ପୋଲିସ ।