Surprise Me!

କୋରାପୁଟରେ ନିର୍ମାଣ ଚାଲିଛି ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଟନେଲ, 3 ରାଜ୍ୟକୁ ଯୋଡିବ

2026-02-12 8 Dailymotion

ଭାରତ ସରକାରଙ୍କ ଭାରତମାଲା କରିଡ଼ର ଅନ୍ତର୍ଗତ ପ୍ରକଳ୍ପରେ ଓଡ଼ିଶାରେ 2ଟି ଟନେଲର ନିର୍ମାଣ କରାଯାଇଛି । 2027ର ପ୍ରଥମାର୍ଦ୍ଧରେ କରିଡର ଯାନବାହାନ ଯାତାୟାତ ପାଇଁ ଖୋଲାଯାଇପାରେ ବୋଲି ଅଧିକାରୀ କହିଛନ୍ତି ।

Buy Now on CodeCanyon