ଖୋଲିଲା କିନ୍ନର ଅଞ୍ଜଳୀ ହତ୍ୟାକାଣ୍ଡର ଗୁମର, ଅଭିଯୁକ୍ତକୁ ଧରାଇ ଦେଲା CCTV
2026-02-12 18 Dailymotion
୧୦ ଦିନ ମଧ୍ୟରେ କିନ୍ନର ହତ୍ୟାକାଣ୍ଡ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ପିପିଲି ପୋଲିସ । CCTV, ମୋବାଇଲ୍ ଡାଟା ଓ ଟେକ୍ନିକାଲ୍ ପ୍ରମାଣ ଆଧାରରେ ପୋଲିସ ଖୋଲିଛି ହତ୍ୟାକାଣ୍ଡର ରହସ୍ୟ ।