ସମ୍ବଲପୁରରେ ଗଡିଲାନି 300 ବସ୍ । ଭାରତ ବନ୍ଦର ପ୍ରଭାବରେ ହନ୍ତସନ୍ତ ଯାତ୍ରୀ ଓ ବସ କର୍ମଚାରୀ । ବରଗଡ ଓ ଝାରସୁଗୁଡାରେ ମଧ୍ୟ ରହିଲା ବନ୍ଦର ପ୍ରଭାବ l