Surprise Me!

ଭିତ୍ତିଭୂମି ଅଭାବ: ଅନିଶ୍ଚିତତାରେ ମହିଳା କବାଡ଼ି ଖେଳାଳିଙ୍କ ଭବିଷ୍ୟତ, କେବେ ଶୁଣିବେ ସରକାର ?

2026-02-12 9 Dailymotion

ଖେଳାଳିଙ୍କୁ ମିଳୁନି ଖେଳ ଉପକରଣ ପରି ମୌଳିକ ସୁବିଧା ଓ ପ୍ରଶିକ୍ଷଣ । ପୁରୀ ଜିଲ୍ଲାର ପ୍ରତିଭାବାନ ମହିଳା କବାଡ଼ି ଖେଳାଳି ପ୍ରୋତ୍ସାହନ ଅଭାବରୁ ଖେଳରୁ ମୁହଁ ଫେରାଇ ନେଉଛନ୍ତି ।

Buy Now on CodeCanyon