ରେଡ଼ିଓର ପ୍ରାସଙ୍ଗିକତା ଓ ଚାହିଦାକୁ ନେଇ ଭୁବନେଶ୍ୱର ଏକାମ୍ର ହାଟରେ ଆରମ୍ଭ ହୋଇଛି ଦ୍ୱାଦଶ ରେଡିଓ ମେଳା। ଯେଉଁଠାରେ ବର୍ଷ ବର୍ଷର ପୁରୁଣା ରେଡିଓ ପ୍ରଦର୍ଶିତ ହୋଇଛି ।