ସରକାରୀ କର୍ମଚାରୀଙ୍କ ଦରମା ହେରଫେର୍ ଅଭିଯୋଗରେ ଗିରଫ ହେଲେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣୀ ସୁବ୍ରତ ବେହେରା । ତାଙ୍କ ନିକଟରୁ ୨୦୫% ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି ।