Surprise Me!

ରାଜ୍ୟରେ ପ୍ରଥମ ଇଞ୍ଜିନିୟରିଂ ସଂଗ୍ରହାଳୟ; ଅକ୍ଷୟ ସାଇତିଛନ୍ତି 30 ହଜାର ପୁରୁଣା ସାମଗ୍ରୀ

2026-02-13 582 Dailymotion

ପୁରୁଣା ସାମଗ୍ରୀକୁ ସଂଗ୍ରହ କରିବା ଆଗରେ ହାର ମାନିଛି ବୟସ । ନିଜସ୍ବ ଖର୍ଚ୍ଚରେ ତିଆରି କରିଛନ୍ତି ଇଞ୍ଜିନିୟରିଂ ସଂଗ୍ରହାଳୟ । ରଖିଛନ୍ତି 35ଟି ବିଭାଗର 30 ହଜାରରୁ ଅଧିକ ସାମଗ୍ରୀ ।

Buy Now on CodeCanyon