ଆକ୍ସନ ମୋଡ଼ରେ ଜିଲ୍ଲାପାଳ; କୁଜଙ୍ଗ,ତିର୍ତ୍ତୋଲ ପରେ ଜଗତସିଂହପୁରର ବେଆଇନ ଇଟାଭାଟି ଉପରେ ଚଢ଼ଉ
2026-02-13 0 Dailymotion
ବାଲି ମାଫିଆମାନେ ବେଆଇନ ଭାବେ ନଦୀ ପଠାରୁ ବାଲି ଉତ୍ତୋଳନ କରୁଥିବରୁ ନଦୀର ଗତିପଥ ପରିବର୍ତ୍ତନ ହେଉଛି। ସେହିପରି ସରକାରୀ ଜମିକୁ ଜବର ଦଖଲ କରି ସେଠାରେ ମାଟିକୁ ପୋଡି ଇଟା ପ୍ରସ୍ତୁତ କରାଯାଉଛି।