Surprise Me!

ଓଡ଼ିଆ ଫିଲ୍ମ 'ବରବଧୂ' ସ୍କ୍ରିନିଂ, ଗାଁ ମାଟିର ନିଛକ କାହାଣୀ ଦେଖିଲେ ଦର୍ଶକ

2026-02-13 0 Dailymotion

ଓଡ଼ିଆ ଫିଲ୍ମ 'ବରବଧୂ' ଆଜି ରିଲିଜ । ଏହା ପୂର୍ବରୁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଯେଉଁଥିରେ ଦର୍ଶକ ସମେତ ଫିଲ୍ମ ଟିମ୍ ଯୋଗ ଦେଇଥିଲେ । ଫିଲ୍ମ ଦେଖି ପ୍ରଶଂସାରେ ଦର୍ଶକ।

Buy Now on CodeCanyon