ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିବନ୍ଧକ ସାଜିବନି ଟଙ୍କା । ମୋହନ ସରକାର ଆରମ୍ଭ କଲେ ମାଗଣା 'ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା' ।