Surprise Me!

ଟଙ୍କିକିଆ ଡାକ୍ତରଙ୍କ ନୂଆ ମିଶନ, ମହଙ୍ଗା ଶ୍ବାସ ରୋଗ ଓ ହାଡ଼ ସ୍ବାସ୍ଥ୍ୟ ପରୀକ୍ଷଣ ଏବେ 1 ଟଙ୍କାରେ

2026-02-13 14 Dailymotion

ଏକ ଟଙ୍କିଆ ଡାକ୍ତର ଭାବେ ବେଶ୍ ପରିଚିତ ଡା. ଶଙ୍କର ରାମଚନ୍ଦାନୀ । ସ୍ପାଇରୋମେଟ୍ରି ଓ ବୋନ ମିନେରାଲ ଡେନ୍ସିିଟି ଭଳି ଦାମୀ ପରୀକ୍ଷା ମାତ୍ର 1 ଟଙ୍କାରେ ଉପଲବ୍ଧ କରାଉଛନ୍ତି ।

Buy Now on CodeCanyon