ଏଭଳି ଟେକ୍ନୋଲୋଜି ପ୍ରସ୍ତୁତ କରିବା ଯାହା ପୃଥିବୀରେ କାହା ପାଖରେ ନଥିବ- DRDO DG ବିନୟ କୁମାର ଦାସ
2026-02-13 180 Dailymotion
ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-2026) ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦାନ ସମୟରେ ଇଟିଭି ଭାରତ ସହିତ ସ୍ବତନ୍ତ୍ର ଆଲୋଚନା କରିଥିଲେ, ଡିଆରଡିଓ ମହାନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ।