ଶାସକ ବିଜେପିକୁ ଘେରିବାକୁ ପ୍ରମୁଖ ବିରୋଧୀ ବିଜେଡି ଏବଂ କଂଗ୍ରେସ ମାନସିକ ସ୍ତରରେ ପ୍ରସ୍ତୁତ । ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ।