ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ପବିତ୍ର ମହାଶିବରାତ୍ରୀ ପାଇଁ ଜଗତମଙ୍ଗଳ ପାଇଁ ଲାଗିଲା ବିଶାଳ ଜାଗର ଦୀପ ।