ଓଡ଼ିଶା ଅର୍ଥନୀତିର ମୁଖଶାଳା ହେବ ପାରାଦ୍ଵୀପ ବନ୍ଦର: ସିଏସ ଅନୁ ଗର୍ଗ
2026-02-14 2 Dailymotion
ମୁଖ୍ୟ ସଚିବ ଅନୁ ଗର୍ଗ ପାରାଦ୍ଵୀପ ବନ୍ଦରର କାର୍ଯ୍ୟକ୍ଷମତା ଏବଂ ଦୀର୍ଘକାଳୀନ ସମ୍ପ୍ରସାରଣ ଯୋଜନା ସମୀକ୍ଷା କରିଛନ୍ତି । ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ।