ଦୁର୍ଘଟଣାରେ ହରାଇଥିଲେ ଡାହାଣ ଗୋଡ଼ । ଗୋଟିଏ ଗୋଡ଼ରେ କ'ଣ କରିବେ ବୋଲି ଚିନ୍ତା କରି ଶେଷରେ ନିଜର ଅକ୍ଷମତାକୁ ସକ୍ଷମ କରିବା ଦିଗରେ ଲାଗି ପଡ଼ିଲେ ।