ମହାଶିବରାତ୍ରୀ ଅବସରରେ ରାତି ୨ଟାରୁ ୩ଟା ମଧ୍ୟରେ ହରିହର ଭେଟ ଓ ରାତି ୩ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।