ସମାଜର ନିନ୍ଦା ଓ ସବୁ ବାଧାବିଘ୍ନକୁ ଏଡାଇ ପ୍ରେମୀଯୁଗଳ ସାତଜନ୍ମର ସାଥୀ ହେବା ପାଇଁ ଶପଥ ଗ୍ରହଣ କରିଛନ୍ତି । ମା' ବହୁଚରା ମାତାଙ୍କ ମନ୍ଦିରରେ ଏହି ବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଛି ।