ଆଜି ମହାଶିବରାତ୍ରି । ଶୈବପୀଠରେ ଭକ୍ତ ଭଗବାନ ଏକାକାର । ଆଧ୍ୟାତ୍ମିକ ପରିବେଶ ସହିତ ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ଦେବାଳୟ । ଆଜି ଦିନର ମାହାତ୍ମ୍ୟ ଖବରରେ ପଢନ୍ତୁ ।