ମହାଶିବରାତ୍ରି ପାଇଁ ପ୍ରଭୁ ଲୋକନାଥ ପୀଠ ଓ କପିଳାଶ ଉତ୍ସବ ମୁଖର । ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । କପିଳାଶରେ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।