କନଫିଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ତରଫରୁ ସମ୍ବଲପୁର ଠାରେ ଏକ ସ୍କିଲ ସେଣ୍ଟର ଉଦଘାଟିତ । 5 ଜଣ ଯୁବକଙ୍କୁ ଡେନମାର୍କ ପଠାଯିବା ପାଇଁ ଚୟନ କରାଯାଇଛି ।