ଆଜି ବର୍ଷୀୟାନ ଗାୟିକା ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗାର୍ଡ ଅଫ ଅନର ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।