କାଲିଠୁ ବଜେଟ ଅଧିବେଶନ; ବିଧାନସଭା ସୁରକ୍ଷାରେ ୩୫ ପ୍ଲାଟୁନ ଫୋର୍ସ, ୧୦୦ ଅଧିକାରୀ
2026-02-16 5 Dailymotion
ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଓଡ଼ିଶା ବିଧାନସଭା । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ଷଷ୍ଠ ଅଧିବେଶନ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।