କଟକ ମହାନଗର ନିଗମର 10 ଏବଂ 12 ନମ୍ବର ୱାର୍ଡ ଜଣ୍ଡିସ ବ୍ୟାପିଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ ବ୍ୟାପିଥିବା କହିଛନ୍ତି କଟକ ମେୟର ସୁବାସ ସିଂ ।