ଲୁଟେରାଙ୍କ ଆତଙ୍କ: ସ୍ପ୍ରେ ମାରି ୬ ଲକ୍ଷର ସୁନା ଲୁଟ୍, ପୋଲିସ ଅଫିସରଙ୍କ ମା'ଙ୍କ ବେକରୁ କାଟିନେଲେ ଚେନ୍
2026-02-17 11 Dailymotion
ଭୁବନେଶ୍ବରରେ ଲୁଟେରାଙ୍କ ଆତଙ୍କ ରାଜ୍ । ସୁନା ଦୋକାନରୁ ଚତୁରତାର ସହ ସ୍ପ୍ରେ ମାରି ସୁନା ଲୁଟ୍ । ଅନ୍ୟପଟେ ଲୁଟର ଶିକାର ହୋଇଛନ୍ତି ଜଣେ ପୋଲିସ ଅଫିସରଙ୍କ ମା’ ।