ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଆଇନ ଶୃଙ୍ଖଳା ଓ ମବ୍ ଲିଞ୍ଚିଂ ଘଟଣା ନେଇ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ,“ଭାଷଣ ଲମ୍ବା, କାମ ଛୋଟ ।”