ଆସିଲାନି ଆଡମିଟ କାର୍ଡ; CBSE ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ 5 ଛାତ୍ରଛାତ୍ରୀ
2026-02-18 1 Dailymotion
ଅଭିଭାବକଙ୍କ କହିବା ଅନୁଯାୟୀ, ପିଲାମାନେ କାଶୀନଗର ସ୍ମାର୍ଟ ପବ୍ଲିକ ସ୍କୁଲରେ ପଢୁଥିଲେ । ସେମାନେ ଫର୍ମ ପୁରଣ କରିଥିଲେ, ହେଲେ ଆଜିଠାରୁ ସିବିଏସଇ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଡମିଟ କାର୍ଡ ଆସିନଥିଲା ।