Surprise Me!

ଶିକ୍ଷିତ ଜିଲ୍ଲା କେନ୍ଦ୍ରାପଡା ପାଇଁ ଲଜ୍ଜା ; ମାସକରେ ଦୁଇ ଦୁଇଟି ବାଲ୍ୟବିବାହ ପ୍ରଶାସନିକ ଅପାରଗତାକୁ ପଦାରେ ପକାଇଲା

2026-02-18 24 Dailymotion

ପୋକ୍ସୋ ଧାରା ଅନୁଯାୟୀ ବାଲ୍ୟବିବାହ ଅସଦାଚରଣ ବୋଲି ଧରାଯିବ । ଆଇନ ଅନୁଯାୟୀ ଦଣ୍ଡପ୍ରଦାନ କରାଯିବା ବ୍ୟବସ୍ଥା ମଧ୍ୟ ରହିଛି । ତଥାପି ଓଡ଼ିଶାର ୧୧ଟି ଜିଲ୍ଲା ଜାତୀୟ ହାରର ଊର୍ଦ୍ଧ୍ବରେ ଅଛନ୍ତି ।

Buy Now on CodeCanyon