Surprise Me!

କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ ଅପିଲ୍‌

2026-02-18 4 Dailymotion

ଗତ ଅଗଷ୍ଟ ମାସରେ କେନ୍ଦ୍ରାପଡାର 5 ଓ ଭଦ୍ରକର ଜଣେ ଯୁବକ ଥାଇଲାଣ୍ଡକୁ କାମ କରିବାକୁ ଯାଇଥିଲେ । 3 ମାସ ହେଲା ଦରମା ଦେଉନି ମାଲିକ । ଫେରାଇ ଆଣିବାକୁ ନିବେଦନ ।

Buy Now on CodeCanyon