Surprise Me!

ଆତଙ୍କ ଖେଳାଇ ହାଣିଥିଲେ; ବନ୍ଧା ହେଲେ ୪ ଅଭିଯୁକ୍ତ, 2 ଖଣ୍ଡା ଜବତ

2026-02-19 5 Dailymotion

ରାଜଧାନୀ ଭୁବନେଶ୍ବରରେ ଆତଙ୍କ ଖେଳାଇବା ପଡ଼ିଲା ମହଙ୍ଗା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ 4 ଜଣକୁ ବନ୍ଧିଲା କମିଶନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ।

Buy Now on CodeCanyon