Surprise Me!

ସମ୍ପ୍ରସାରଣ ପାଇଁ ନାଲକୋ ଅଧିଗ୍ରହଣ କରିବ ୧୩୭ ଏକର ଜମି, ଲୋକେ ଉଠାଇଲେ ନିଯୁକ୍ତି ପ୍ରସଙ୍ଗ

2026-02-19 4 Dailymotion

ନବରତ୍ନରୁ ମହାରତ୍ନ ପାଇଁ ନାଲକୋ ହେଉଛି ପ୍ରସ୍ତୁତ। ଆଲୁମିନିୟମ ରିଫାଇନାରୀ କ୍ଷମତା ଆଉ ୧ମିଲିୟନ ଟନ ବୃଦ୍ଧି କରାଯାଇ ୩.୧ ମିଲିୟନ ଟନ କରାଯିବ। ସ୍ମେଲ୍ଟର କାରଖାନାରେ ଆଉ ୦.୫ମିଲିୟନ ଟନବୃଦ୍ଧି କରାଯିବ ।

Buy Now on CodeCanyon