ସମ୍ବଲପୁର ଚାଷୀ ବୀର କିଶୋର ବିଶ୍ବାଳ 7 ପ୍ରକାର ପିଜୁଳି ଚାଷ କରୁଛନ୍ତି । ବଗିଚାରେ ଫଳୁଛି ବ୍ଲାକ ଡାଇମଣ୍ଡ । ବାର୍ଷିକ ରୋଜଗାର 50 ଲକ୍ଷ ।