Surprise Me!

ଡିଲ୍ ପୂର୍ବରୁ ଚଢ଼ାଉ; ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ୩ ଧଳାଜହର ବେପାରୀ, ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

2026-02-21 5 Dailymotion

ଅଭିଯୁକ୍ତମାନଙ୍କ ଠାରୁ ୩୭୦ ଗ୍ରାମ ବ୍ରାଉନସୁଗର, ୨ଟି ବାଇକ, ୪ଟି ମୋବାଇଲ, ୧୬୫୦ ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ ।

Buy Now on CodeCanyon