2000 ଟଙ୍କାର ସନ୍ଦେହଜନକ କାରବାର ସମ୍ପର୍କରେ ଖୋଳୁ ଖୋଳୁ ବଡ଼ ଧରଣର ଟଙ୍କା କାରବାରର ଟେର ପୋଲିସକୁ ମିଳିଛି । ଏହି ମାମଲାରେ ଜଣଙ୍କୁ ବାନ୍ଧିଛି କେନ୍ଦୁଝର ପୋଲିସ ।