Surprise Me!

ବନ୍ଧୁକ ଦେଖାଇ ନବବଧୂକୁ ଅପହରଣ, ଥାନାରେ ଦ୍ବାରସ୍ଥ ହେଲେ ବର

2026-02-23 10 Dailymotion

ବିବାହ ସାରି ଘରକୁ ଫେରୁଥିଲେ ନବ ଦମ୍ପତି । ବନ୍ଧୁକ ମୁନରେ ନବବଧୂଙ୍କୁ ଅପହରଣ । ଖାଲି ହାତରେ ଘରକୁ ଫେରିଲେ ବର । କ୍ଷତି ପୂରଣ ଦାବି କଲେ ବର ପକ୍ଷ ।

Buy Now on CodeCanyon