Surprise Me!

କନ୍ଧମାଳରେ ମାଓ ଅପରେସନ; ଦୁଇ କ୍ୟାଡରଙ୍କ ମୃତ୍ୟୁ ପରେ ଏବେ ଟାର୍ଗେଟରେ ଟପ୍ ମାଓ ନେତା ସୁକ୍ରୁ

2026-02-24 0 Dailymotion

କନ୍ଧମାଳରେ ସୁରକ୍ଷା ବାହିନୀର ମିଳିତ ଅପରେସନ । ନିହତ ହେଲେ ଡେପୁଟି କମାଣ୍ଡର ଯୋଗେଶ ସମେତ ରତ୍ନା । ଜବତ ହେଲା ଏକେ୪୭ , ଏସ୍.ଏଲ୍.ଆର୍ ସମେତ ବହୁ ଅସ୍ତ୍ରଶସ୍ତ୍ର ।

Buy Now on CodeCanyon