ରତ୍ନଭଣ୍ଡାର ଗଣତି ମଣତି ପାଇଁ ମାର୍ଗଦର୍ଶିକାକୁ ସରକାରଙ୍କ ଅନୁମୋଦନ; ଏଣିକି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥିର କରିବ ଦିବସ
2026-02-24 2 Dailymotion
ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଦୁଇଟି ଟିମ୍ ଗଠନ ହେବ । ଗୋଟିଏ ତତ୍ତ୍ୱାବଧାରକ ବା ସୁପରଭାଇଜିଂ ଏବଂ ଅନ୍ୟଟି କାର୍ଯ୍ୟନିର୍ବାହୀ ଦଳ ବା ହ୍ୟାଣ୍ଡଲିଂ ଟିମ୍ ।