ଅନେକ କଲେଜ ରହିଛି, ଯେଉଁଥିରେ ଏକାସାଥିରେ ଯୁକ୍ତ ତିନି (+3) ସହିତ ଯୁକ୍ତ ଦୁଇ (+2) ପାଠପଢ଼ା ହେଉଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରାଙ୍କ ଅନେକ ସମସ୍ୟା ସୃଷ୍ଟି ହେଉଛି ।