Surprise Me!

ଯୁବତୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ, ପ୍ରେମିକ ସମେତ 2 ଗିରଫ

2026-02-28 2 Dailymotion

ପାରାଦ୍ବୀପରେ ଜଣେ ଯୁବତୀଙ୍କ ସହିତ ଦୁଷ୍କର୍ମ ପରେ ଚାରି ମହଲା କୋଠାଛାତରୁ ଠେଲି ହତ୍ୟା ମାମଲାରେ 2ଜଣଙ୍କୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଗିରଫଙ୍କ ମଧ୍ୟରେ ଝାଡ଼ଖଣ୍ଡ ଯୁବକ ଶୁଭମ ସିଂହ ଅଛନ୍ତି।

Buy Now on CodeCanyon