Surprise Me!

ଆବର୍ଜନା-ଦଳରେ ପୋତି ହୋଇଯାଉଛି ମଙ୍ଗଳା ନଦୀ, ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଦାବି

2026-03-01 6 Dailymotion

ରକ୍ଷଣାବେକ୍ଷଣ ଅଭାବରୁ ଶିଉଳି ଓ ଦଳରେ ମଙ୍ଗଳା ନଦୀ ପୋତି ହେବାକୁ ବସିଲାଣି । ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବା ସହିତ ସ୍ଥାନୀୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

Buy Now on CodeCanyon