ସାହିତ୍ୟ ପ୍ରେମରେ ବିପିନ; ଦିନରେ ଅଟୋ ଚଲାନ୍ତି, ବିଳମ୍ବିତ ରାତିରେ କବିତାର ସାଧନା କରନ୍ତି
2026-03-01 12 Dailymotion
ଅଟୋ ଚଳାଇବା ସମୟରେ କିଛି ଭାବନା ଆସିଲେ ରାସ୍ତାରେ ଅଟକି ଯାଆନ୍ତି। ଖାତା କଲମରେ ସଙ୍ଗେସଙ୍ଗେ କବିତାର ପଂକ୍ତିକୁ ଉତାରି ଦିଅନ୍ତି। ରାତି ୧୧ଟାରୁ ବିଳମ୍ବିତ ରାତି ୩ଟା ମଧ୍ୟରେ ସେ ଲେଖାଲେଖି କରନ୍ତି।