ଥାଇଲାଣ୍ଡ ଯାଇ ସେଠାରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୫ଜଣ ଯୁବକଙ୍କ ମଧ୍ୟରୁ ୨ଜଣ ଶନିବାର ଦିନ ନିଜ ଘରକୁ ଫେରିଛନ୍ତି ।