ସାଙ୍ଘାତିକ ହେବ ଗ୍ରୀଷ୍ମ ପ୍ରବାହ ! ଉଚ୍ଚଶିକ୍ଷା ବିଭାଗ ଜାରି କଲା SOP
2026-03-02 1 Dailymotion
ଗ୍ରୀଷ୍ମ ପ୍ରବାହକୁ ନେଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡ ଲାଇନ୍ । ଛାତ୍ରଛାତ୍ରୀମାନଙ୍କୁ ଗରମ ପରିସ୍ଥିତିର ସମ୍ମୁଖୀନ ନ କରିବା ପାଇଁ ନିର୍ଦ୍ଦେଶ