Surprise Me!

ପିଲାବେଳେ ଚାଲିଗଲେ ବାପା, ଯୁବକ ବେଳେ କଟିଲା ଦୁଇ ହାତ, ଦୁଃଖର ପାହାଡ଼ ତଳେ ଚାପି ହୋଇଛନ୍ତି ମା' ପୁଅ

2026-03-03 2 Dailymotion

ମା'ର ଦୁଃଖ ଦୂର କରିବା ପାଇଁ ଚେନ୍ନାଇରେ ଖଟୁଥିଲେ । ହେଲେ ଆଜି ସେହି ମା' ଉପରେ ବୋଝ ହୋଇପଡିଛନ୍ତି । ଜୀବନ ତ ବଞ୍ଚିଯାଇଛି ହେଲେ ଅନ୍ୟ ଉପରେ ସେ ନିର୍ଭରଶୀଳ ।

Buy Now on CodeCanyon