ତୂଳୀ ଧରିବା ଠାରୁ ପଟ୍ଟଚିତ୍ର ପାଇଁ ପଟ୍ଟ ପ୍ରସ୍ତୁତି... ଏଥିରେ ବ୍ୟବହୃତ ରଙ୍ଗ ତିଆରିରେ ପାରିଦର୍ଶିତା ଦେଖାଇଛନ୍ତି ମହିଳା । ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ବିଶ୍ବ ଦରବାରରେ ଆଦୃତ କରାଇଛନ୍ତି ।