ଧାର୍ମିକ ସ୍ଥଳରେ ମହିଳାଙ୍କୁ ଟାର୍ଗେଟ: ଛଡାଇ ନେଉଥିଲେ ଚେନ୍, 6 ଲୁଟେରା ଗିରଫ
2026-03-06 4 Dailymotion
ଧାର୍ମିକ ସ୍ଥଳ ଆଦି ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମରେ ମହିଳାଙ୍କୁ ଟାର୍ଗେଟ କରି ଚେନ୍ ଲୁଟୁଥିଲେ ଏହି ମହିଳା ଗ୍ୟାଙ୍ଗ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟରେ ସକ୍ରିୟ ।