ସମୁଦ୍ରର ଆଁ'ରେ କେନ୍ଦ୍ରାପଡ଼ ଜିଲ୍ଲା ରାଜନଗର ବ୍ଳକର ପେଣ୍ଠ ଗାଁ । ସମୁଦ୍ରକୁ କରାଳ ରୂପକୁ ଶାନ୍ତ କରିବା ପାଇଁ ୭୬ ବର୍ଷ ହେଲା ଜଳୁଛି ଅଖଣ୍ଡ ଜ୍ୟୋତି ।