2024ରେ କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ‘ଧର୍ମନିରପେକ୍ଷତା’ ପ୍ରସଙ୍ଗ ଉଠାଇ ବିଜେପିକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି, ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ ।