ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ SOP ଅନୁସାରେ ଏତେ ପରିମାଣର ପାଉଁଶ ନିଷ୍କାସନ ତଥା ପରିଚାଳନା ପାଇଁ ପର୍ଯ୍ୟାପ୍ତ ଜମି କିମ୍ବା ଭିତ୍ତିଭୂମି ନାହିଁ ବୋଲି ପୂର୍ବତନ ବିଧାୟକ କହିଛନ୍ତି ।